ସୌମ୍ୟ_ହତ୍ୟା_ମାମଲାରେ_ଆଉ_ଜଣେ_ଗିରଫ
#ସୌମ୍ୟ_ହତ୍ୟା_ମାମଲାରେ_ଆଉ_ଜଣେ_ଗିରଫ
-ବାଲିଅନ୍ତା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ୧୩ତମ ଅଭିଯୁକ୍ତକୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
-ବାଲେଶ୍ୱର ସିଙ୍ଗଲା ଅଞ୍ଚଳରୁ ଅଭିଯୁକ୍ତ ଚିନ୍ମୟ ମହାନ୍ତି ଗିରଫ
-ଗିରଫ ଅଭିଯୁକ୍ତ ୩୩ବର୍ଷୀୟ ଚିନ୍ମୟ ଓରଫ୍ ବୁବୁ
-ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହେବ ଅଭିଯୁକ୍ତ
-ମାମଲାରେ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଲା
-ପୂର୍ବରୁ ୧୨ ଅଭିଯୁକ୍ତ ନ୍ୟାୟିକ ହାଜତରେ ଅଛନ୍ତି
