୨ ଯୁବତୀଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ

୨ ଯୁବତୀଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ -ନିଆଳିରେ ୨ ଯୁବତୀଙ୍କୁ ଟଣାଓଟରା ସହ ବାଇକ୍ ଚଢ଼ାଇ ଦେଲେ ଦୁର୍ବୃତ୍ତ-ବାଲିଅନ୍ତା ଥାନା ଭିଙ୍ଗାରପୁର କାଜରେ ବିଚ୍‌ ରାସ୍ତାରେ ଆତଙ୍କରାଜ-ଅଡ଼ଶପୁରର ୨ ଯୁବକଙ୍କୁ କାବୁ ପରେ ଉତ୍ତମ ମଧ୍ୟମ ଦେଲେ ଲୋକେ-୨ ଯୁବକଙ୍କୁ ଥାନାରେ ଅଟକ ରଖି ବାଲିଅନ୍ତା ପୋଲିସର ତଦନ୍ତ-୨ ଯୁବତୀ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି

Leave a Reply

Your email address will not be published. Required fields are marked *