ଯାଜପୁର ନେତାଙ୍କୁ ନବୀନଙ୍କ ତାଗିଦ-

ଯାଜପୁର ନେତାଙ୍କୁ ନବୀନଙ୍କ ତାଗିଦ-ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ-ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଲେ-ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ ଦେଇ ଆସିଛି-ଆମେ ସଂଗଠନକୁ ମଜବୁତ କରିବା, ଲୋକଙ୍କ ସହ ଯୋଡ଼ି ହୋଇ ରହିବା-ଓଡ଼ିଶାବାସୀ ଆମକୁ ୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିଲେ-ଲୋକଙ୍କ ଏହି ବିଶ୍ଵାସ ଆମକୁ ବାଟ ଦେଖାଇ ଆସୁଛି…-ଆମେ ବିରୋଧୀ ଦଳରେ କିନ୍ତୁ ଏବେ ବି ଲୋକଙ୍କ ଭଲ ପାଇବା ଅତୁଟ-ବିଜେପି ସରକାର ଏବେ ଓଡ଼ିଶାବାସୀଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି-ମହିଳା ଅତ୍ୟାଚାର ବିରୋଧରେ,ଚାଷୀର ହକ୍‌ ପାଇଁ ଲଢ଼ିବାକୁ ହେବ ।

Leave a Reply

Your email address will not be published. Required fields are marked *