ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦଯାପିତ
. ଜଗତ୍ସିଂହପୁର ଜିଲା ରଘୁନାଥପୁର ବ୍ଲକ ମହେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଆଳିପୁର ସାଧନା କେନ୍ଦ୍ର ଅଧୀନସ୍ଥ,ହରିକୃଷ୍ନ ଉଚ୍ଚବିଦ୍ୟାଳୟ ପାଟେଣିଗାଁ ବର୍ତ୍ତିଠାରେ ମଣ୍ଡଳ ସ୍ତରୀୟ ଉଚ୍ଚପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ତା 21.1.2024 ରିଖ ଠାରୁ ଆରମ୍ଭ ହୋଇ ତା 23.10.2024ରିଖରେ ଉଦଯାପିତ ହୋଇଯାଇଛି .Rp. ଶ୍ରୀମତି ସୋନା ମହାନ୍ତି,ଦିଲୀପ କୁମାର ସ୍ଵାଇଁ,,ସୁକାନ୍ତ କୁମାର ଦ୍ଵିବେଦୀ,ଶାନ୍ତନୁ କୁମାର ମହାପାତ୍ର. ବିଷୟ ସାରଣୀ -ଶିକ୍ଷକ ନେତୃତ୍ବ(ନେତୃତ୍ଵର ପ୍ରକାର,ସକ୍ରିୟ ଶ୍ରବଣ ଏବଂ ପ୍ରତିପୃଷ୍ଟି ପ୍ରଦାନ) 2. ଶିକ୍ଷକ ମାନଙ୍କର ବିକାଶତ୍ମକ ମନୋବୃତ୍ତି .3. ସାମାଜିକ ,ଆବେଗିକ ଓ ନୈତିକ ଶିକ୍ଷା. 4.ହାଉସ ସିଷ୍ଟମ .5. ଅନ୍ତର୍ବେସି ଶିକ୍ଷା.6.ବସ୍ତାନି ବିହିନ ପାଠପଢ଼ା ଦିବସ(bagless days).7.ବର୍ଣ୍ଣାଳୀ : ସାମାଜିକ ଲିଙ୍ଗ ଭିତିକ ସମତାପାଇଁ ଏକ ପ୍ରୟାସ.8.UDISE+ ଓ PGI.9 ଜାତୀୟ ଉପଲବ୍ଧି ସର୍ବେକ୍ଷଣ (NAS).10.ମାସିକ ପାଠ୍ୟ ଖସଡ଼ା ଯୋଜନା. 11.ଟାବଲେଟର ବ୍ୟବହାର ,ସାଇବର ସୁରକ୍ଷା ,ସାମାଜିକ ଗଣମାଧ୍ୟମର ବ୍ୟବହାର .12.ବିଦ୍ୟାଳୟର ନିରାପତ୍ତା ସୁରକ୍ଷା ବ୍ଯବସ୍ଥାର ପ୍ରଶିକ୍ଷଣ ଦେଇଥିଲେ .ଏଥିରେ 50ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ୍ ନେଇଥିଲେ,ଏବଂ BEO. ବିଜୟ କୁମାର ସ୍ଵାଇଁ,ABEO.ଆଶୁତୋଷ ବାନାର୍ଜୀ,ABEO-COM-BRCC.ରଜନିକାନ୍ତ ରାୟ,ହେଡ଼ମାଷ୍ଟର.ବସନ୍ତ କୁମାର ବେହେରା ଯୋଗଦେଇଥିଲେ .ଜଗତ୍ସିଂହପୁର ବ୍ଲକ ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
