୬ ଅବସରପ୍ରାପ୍ତ ପୋଲିସ ଗିରଫ
୬ ଅବସରପ୍ରାପ୍ତ ପୋଲିସ ଗିରଫ l -୨୦୧୬ ନରସିଂହପୁର ଥାନା ହାଜତ ମୃତ୍ୟୁ ଘଟଣାରେ ୬ ଗିରଫ-୬ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଗିରଫ-ଅବସରପ୍ରାପ୍ତ ASI ଭଗବାନ ସାହୁ, ହାବିଲଦାର ପ୍ରମୋଦ ପାତ୍ର ଗିରଫ-୪ ଅବସରପ୍ରାପ୍ତ ହୋମଗାର୍ଡଙ୍କୁ ମଧ୍ୟ ଗିରଫ କଲା ପୋଲିସ-୨୦୧୬ରେ ଘରୋଇ କଳିକୁ ନେଇ ସରୋଜ ସେନାପତିଙ୍କୁ ଥାନାକୁ ଅଣାଯାଇଥିଲା-ହାଜତରେ ସରୋଜଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପୋଲିସ ଉପରକୁ ଅଙ୍ଗୁଳି ଉଠିଥିଲା-ଘଟଣାକୁ ଗମ୍ଭୀରତା ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ NHRC l
