ଗଞ୍ଜାମ – ଖଲ୍ଲିକୋଟ ଥାନା ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

ଗଞ୍ଜାମ – ଖଲ୍ଲିକୋଟ ଥାନା ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ଖଲ୍ଲିକୋଟ ଥାନାରେ ଉତ୍ତେଜନା ସମୟରେ ଲାଠିଚାର୍ଜ କରିଥିଲା ପୋଲିସ। ସାମ୍ବାଦିକଙ୍କ ଗାଡ଼ିକୁ ଭାଙ୍ଗରୁଜା କଲେ ପୋଲିସ। ୧୦ରୁ ଉର୍ଦ୍ଧ୍ବ ସାମ୍ବାଦିକଙ୍କ ଗାଡ଼ି ଭାଙ୍ଗରୁଜା। କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି ସାମ୍ବାଦିକ ।

Leave a Reply

Your email address will not be published. Required fields are marked *