ବିଶ୍ୱଶାନ୍ତି ମହାଯଜ୍ଞ
ଜଗତସିଂହପୁର ଜିଲ୍ଲାର ଏରଡଙ୍ଗା ଦାଶଙ୍କ ସାହି ସ୍ଥିତ ରାଧାକାନ୍ତ ଙ୍କର ପବିତ୍ର ପୀଠ ପ୍ରାଙ୍ଗଣରେ 7 ଦିନ ଧରି ଆୟୋଜକ ହେବାକୁ ଯାଉଛି । ଏଥିନେଇ ବିଶ୍ୱଶାନ୍ତି ମହାଯଜ୍ଞ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବହୁ ସାଧୁସନ୍ଥ, ବିଜ୍ଞ ଜ୍ଞାନୀ ଗୁଣି ବ୍ୟକ୍ତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ପ୍ରତିଦିନ ଅନ୍ନ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହିତ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
