ଓଡ଼ିଆ କାଜୁ ଉନ୍ନୟନ ନିଗମ ଅଧକ୍ଷ ପଦରୁ ଇସ୍ତାଫା ଦେଲେ ସୁବାସ ମହାରଣା
ବ୍ରହ୍ମପୁର ଓଡିଶା କାଜୁ ଉନ୍ନୟନ ନିଗମ ଅଧକ୍ଷ ପଦରୁ ଇସ୍ତାଫା ଦେଲେ ବ୍ରହ୍ମପୁର ର ବିଜେଡ଼ି ବରିଷ୍ଠ ନେତା ସୁବାସ ମହାରଣା ଆଜି ନିଜ ପଦବୀରୁ ଇସ୍ତାଫା ଦେଇଥିବା ଜଣାପଡିଛି। ଦୀର୍ଘ ୨୪ ବର୍ଷ ର ବିଜେଡ଼ି ଶାସନ କାଳରେ ସୁବାସ ମହାରଣା ବିଭିନ୍ନ ପଦପଦବୀରୁ ରହି ସୋଫଳତା ଓ ଦକ୍ଷତା ସହ କାଯ୍ୟ ସମ୍ପାଦନା କରିଥିଲେ। ତାଙ୍କ ଦକ୍ଷତାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବାଷ ମହାରଣା ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରିଥିଲେ। ଉକ୍ତ ପଦବୀରୁ ଦାୟିତ୍ୱ ନେବା ପରେ ସେ କାଜୁଉନ୍ନୟନବିଭିନ୍ନ ବିକାଶ ନେଇ କାଯ୍ୟ କରିଥିବା ବେଳେ ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇଥିବା ଏବଂ ବିଜେପି ଦଳ ଶାସନ କରିବା ପରିପ୍ରେକ୍ଷୀରେ ସେ ନିଜ ଦାୟିତ୍ୱରୁ ଅବ୍ୟୟାହିତ ନେଇ ତାଙ୍କ ଇସ୍ତାଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ପ୍ରକାଶ
