ସୌମିକ୍ ହିରୋ ରେ ହିରୋ ଡେଷ୍ଟିନି-୧୨୫ର ବଜାରରେ ପ୍ରବେଶ ଉତ୍ସବ ଅନୁଷ୍ଠିତ*

ଯାଜପୁର, ବ୍ୟାସନଗର ସହରର ଦଳାଛକ ନିକଟରେ ଥିବା ସୌମିକ୍ ହିରୋ ସୋରୁମରେ ହିରୋ ଡେଷ୍ଟିନି-୧୨୫ର ବଜାର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନ୍ୟ ସ୍କୁଟି ତୁଳନାରେ ଡେଷ୍ଟିନି-୧୨୫ ମୂଲ୍ୟ କମ ଯାହା ୮୪ ହଜାର ରହିଛି l ପ୍ରତି ଲିଟର ପେଟ୍ରୋଲରେ ୫୯ କିଲୋମିଟର ମାଇଲେଜ ଏବଂ ଏଲଇଡି ହେଡଲାଇଟ୍‌ ସହିତ ପ୍ରୋଜେକ୍ଟର ହେଡଲ୍ୟାମ୍ପ ରହିଛି l ଆଜିର ଉତ୍ସବରେ ସୋରୁମ ମାଲିକ ପ୍ରଭାତ କୁମାର ସାମଲ, ବଚନ କୁମାର ସାମଲ, ଓଲିଉଡ ଅଭିନେତ୍ରୀ ପ୍ରିୟା ଚୌଧୁରୀ, ହିରୋର ଜୋନାଲ ମ୍ୟାନେଜର ଲକ୍ଷ୍ମୀଶା ନାଲୁରା, ଏରିଆ ମ୍ୟାନେଜର ଉଜ୍ଜ୍ବଳ କୋହଲି, ସୌମିକ ହିରୋର ପରିଚାଳକ ସିକନ୍ଦର ଆଚାର୍ଯ୍ୟ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *