କୋଣାର୍କ:-30/01/2025
BIG BREAKING-
ଗାଁ ପୋଖରୀରେ ବୁଡି ୪ବର୍ଷର ଶିଶୁ ମୃତ, ମୃତ ଶିଶୁ ହେଲେ ଗୋପ ଥାନା ଗବଡିହ ଗ୍ରାମର ମାନସ ସେଠୀଙ୍କ ଏକ ମାତ୍ର ପୁଅ। ପରିବାର ଲୋକଙ୍କ ଅଗୋଚରରେ ପୋଖରୀକୁ ଶୌଚ ଯାଇଥିଲା, ବହୁ ଖୋଜା ଖୋଜି ପରେ ପୋଖରୀରୁ ମିଳିଲା ଶିଶୁ, ଶିଶୁକୁ ଉଦ୍ଧାର କରି ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଗ୍ରାମବାସୀ ସହ ପରିବାର ଲୋକେ। ସେଠାରେ ଗୋପ ଡାକ୍ତର ଶିଶୁଟିକୁ ଦେଖି ମୃତ ଘୋଷଣା କରିଥିଲେ। ଗୋପ ପୋଲିସ ଖବର ପାଇଁ ଶିଶୁ ପୁତ୍ରର ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି।
କୋଣାର୍କ ରୁ ଜ୍ଞାନ ରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *