ସୁନାଦୋକାନ ସାମ୍ନାରେ ମ୍ୟାନେଜର ଙ୍କୁ ମାଡ଼ ମାରିଲେ ଯୁବକ ସିସିଟିଭି ରେ କଏଦ ହେଲା ମାଡ଼ ମାରୁଥିବା ର ଦୃଶ୍ୟ

କାମାକ୍ଷାନଗରDate-31/7/25Anchor- ପରଜଙ୍ଗ ଥାନା ପରଜଙ୍ଗ ବଜାର ରେ ଥିବା ଶର୍ମିଷ୍ଠା ଜୁଏଲାରୀ ନାମକ ଏକ ସୁନା ଦୋକାନ ସାମ୍ନାରେ ଜୁଏଲାରୀ ଦୋକାନ ର ମ୍ୟାନେଜର ଙ୍କୁ ମାଡ଼ ମାରୁଥିବାର ଯୁବକ ସିସିଟିଭି ରେ କଏଦ ହୋଇଛି ଆକ୍ରମଣ ସମୟ ର ଦୃଶ୍ୟ l ସୂଚନା ଅନୁସାରେ ପରଜଙ୍ଗ ବଜାର ରେ ଥିବା ଶର୍ମିଷ୍ଠା ଜୁଏଲାରୀ ସାମ୍ନାରେ ଗତକାଲି ସଂନ୍ଧ୍ୟା ସମୟରେ ଜୁଏଲାରୀ ଦୋକାନ ର ମ୍ୟାନେଜର ସଞ୍ଜୟ କୁମାର ସାହୁ ଏକ ବାଇକ ଉପରେ ବସିଥିବା ବେଳେ ଜଣେ ଯୁବକ ହଟାତ ତାଙ୍କ ନିକଟ କୁ ଯାଇ ତାଙ୍କୁ ଆକ୍ରମଣ କରିଥିଲେ l ତେବେ ଆକ୍ରମଣ ପରେ ଦୋକାନ ର ମ୍ୟାନେଜର ଥାନାରେ ଏତଲା ଦେବାପରେ ଯୁବକ ଜଣକ ଦୋକାନ ରୁ ସୁନାଗହଣା ଲୁଟ କରିବାକୁ ଆସି ତାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି l ତେବେ ଅଭିଯୋଗ ପରେ ପରଜଙ୍ଗ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି l

Leave a Reply

Your email address will not be published. Required fields are marked *