ବରିଷ୍ଠ_ସାମ୍ବାଦିକା_ପାୟଲ_ମେହେତାଙ୍କ_ବିୟୋଗ
#ବରିଷ୍ଠ_ସାମ୍ବାଦିକା_ପାୟଲ_ମେହେତାଙ୍କ_ବିୟୋଗ-ବରିଷ୍ଠ ସାମ୍ବାଦିକା ତଥା ରାଜନୈତିକ ବ୍ୟାପାର ବିଶେଷଜ୍ଞା ପାୟଲ ମେହେତାଙ୍କ ପରଲୋକ-ଦୀର୍ଘ ବର୍ଷ ଧରି ଜାତୀୟ ଗଣମାଧ୍ୟମରେ ସକ୍ରିୟ ଥିଲେ-PMO ତଥା ପ୍ରମୁଖ ରାଜନୈତିକ ଘଟଣାବଳୀର ନିରପେକ୍ଷ ଏବଂ ଗଭୀର ତଥ୍ୟଭିତ୍ତିକ ରିପୋର୍ଟିଂ ପାଇଁ ପରିଚିତ ଥିଲେ
