ମହାନଦୀ_ଜଳ_ବିବାଦର_ସମାଧାନ_ଖୁବ୍‌_ଶୀଘ୍ର

#ମହାନଦୀ_ଜଳ_ବିବାଦର_ସମାଧାନ_ଖୁବ୍‌_ଶୀଘ୍ର-ମହାନଦୀ ଜଳ ବିବାଦର ସମାଧାନ ଖୁବ୍‌ ଶୀଘ୍ର କହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ -ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବା ଅବସରରେ ଏହି ବଡ଼ ସୂଚନା ଦେଲେ-ଦିଲ୍ଲୀରେ ଦୁଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସାରିଛି-ନିଷ୍ପତ୍ତି ପାଇଁ ଉଭୟ ରାଜ୍ୟ CWCକୁ ସହମତି ଜଣାଇ ସାରିଛନ୍ତି-CWC ଯାହା ନିଷ୍ପତ୍ତି ନେବ ତାହାକୁ ଉଭୟ ରାଜ୍ୟ ମାନି ନେବେ-ମହାନଦୀକୁ ନେଇ କୌଣସି ପ୍ରକାର ଜଳ ବିବାଦ

ନାହିଁ-ଯେଉଁ ରାଜ୍ୟରେ ବିଜେପି ସରକାର ଆସିଛି, ଜଳ ବିବାଦ ଦୂର ହୋଇଛି-ଓଡ଼ିଶାରେ ବିଜେପି, ଛତିଶଗଡ଼ରେ ବିଜେପି, କେନ୍ଦ୍ରରେ ଏନ୍‌ଡିଏ ସରକାର-ତେଣୁ ବହୁତ ଜଲଦି ବିବାଦର ସମାଧାନ ହେବାକୁ ଯାଉଛି-ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ପାଇଁ ଆଶୀର୍ବାଦ ଲୋଡ଼ିବି

Leave a Reply

Your email address will not be published. Required fields are marked *