Cwc କାର୍ଯ୍ୟାଳୟ ରେ ମହିଳା ନିର୍ଯାତିତା

*Cwc କାର୍ଯ୍ୟାଳୟ ରେ ମହିଳା ନିର୍ଯାତିତା
*ପିଡିତା ଙ୍କ କରାଗଲା 164 ରେ ବୟାନ ରେକର୍ଡ
*ଅଭିଯୁକ୍ତ କୋର୍ଟ ଚାଲାଣ

ଏନ ଜି ଓ ସଂଯୋଜିକାଙ୍କୁ ଯୌନ ନିର୍ଯାତନା ଘଟଣା । ବୟାନ ଦେଲେ ପିଡିତା ।
7 ମାସ ହେଲା ଦେଉଥିଲେ ଯୌନ ନିର୍ଯାତନା ।
ଫ୍ଲେବର ମାଗୁଥିଲେ ଅଭିଯୁକ୍ତ ।
ଆଙ୍କର-ଜଗତସିଂହପୁର ଜିଲାରେ ରୁଚିକା ସ୍ବେଛାସେବୀ ସଂଗଠନ ରେ କାର୍ଯ୍ୟରତ ଜିଲା ସଂଯୋଜିକା ଙ୍କୁ ଜିଲା ଶିଶୁ ମଙ୍ଗଳ ସମିତିର ସଦସ୍ୟ ବିବେକାନନ୍ଦ ବଳ ଯୌନ ନିର୍ଯାତନା ଦେବା ଘଟଣାରେ ଆଜି ଗଣ ମାଧ୍ୟମ ଆଗରେ ଚାଂଚଲ୍ୟକର ବୟାନ ଦେଇଛନ୍ତି ପିଡିତା । ଅଭିଯୁକ୍ତ ତାଙ୍କୁ ଗତ 7 ମସ ହେଲା ଖରାପ ନଜର ରଖି ହଇରାଣ କରୁଥିବା ସହ ଫ୍ଲେବର ମଗୁଥିଲେ । ତାଙ୍କ ରୁମକୁ ଯାଇ ତାଙ୍କ ଯୌନ ନିର୍ଯାତନା ଦେବା ସହ ଧମକ ମଧ୍ୟ ଦେଉଥିଲେ । ପିଡିତା ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି ପଦକ୍ଷପ ଗ୍ରହଣ ନକରିବାରୁ ଶେଷରେ ସେ ଥାନାର ଦ୍ୱାରସ୍ତ ହୋଇଥିବାର କହିଛନ୍ତି । ଥାନାରେ ଅଭିଯୋଗ ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବାସହ ନ୍ୟାୟ ଡାବିକରିଛନ୍ତି ପିଡିତା । ଆରପଟେ ପିଡିତାଙ୍କ ବୟାନ ରେକର୍ଡ କରାଯିବା ସହିତ ଅଭିଯୁକ୍ତ କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଜଗତସିଂହପୁର ଏସ୍ଡିପିଓଙ୍କୁ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି ।

ବାଇଟ-୧-ପିଡିତା
ବାଇଟ-୨-ଆଜିକ୍ୟ ମାଣେ, ଏସ୍ଡିପିଓ, ଜଗତସିଂହପୁର ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *