ରାଜ୍ୟରେ ବଡୁଥିବା ଛାତ୍ର ଛାତ୍ରୀ ଏବଂ ନାରୀ ନିର୍ଯ୍ୟାତନ, ଅପରାଧିକା କାର୍ଯ୍ୟକଳାପ ବିରୁଧ ରେ ଦୃଢ କାର୍ଯ୍ୟ ଦାବି
ବ୍ରହ୍ମପୁର(ନାରାୟଣ ମହାକୁଡ଼) ବୁଧୁବାର ଦିନ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ ଏବଂ ବ୍ରହ୍ମପୁର ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜୁ ଜନତା ଦଳର ସଭାପତି ଙ୍କ ଆହ୍ୱାନ କ୍ରମେ ରାଜ୍ୟରେ ବଡୁଥିବା ଛାତ୍ର ଛାତ୍ରୀ ଏବଂ ନାରୀ ନିର୍ଯ୍ୟାତନ, ଅପରାଧିକା କାର୍ଯ୍ୟକଳାପ ବିରୁଧ ରେ ଦୃଢ କାର୍ଯ୍ୟାଷ୍ଟୁନ ଦାବି ରେ ବ୍ରହ୍ମପୁର ବିଜୁ ଯୁବ ଛାତ୍ର ଜନତା ତରଫରୁ ଡିଜିପି ଙ୍କୁ SP ଙ୍କ ମାଧ୍ୟମ ରେ ଦାବି ପତ୍ର ଦିଆଯାଇଛି ଏଥିରେ ବିଜୁ ଯୁବ ଜନତା ଦଳର ବ୍ରହ୍ମପୁର ସଭାପତି ଅଜିତ କୁମାର ପଣ୍ଡା ଏବଂ ବିଜୁ ଛାତ୍ର ଜନତା ଦଳର ବ୍ରହ୍ମପୁର ସଭାପତି ଶ୍ରୀ ଶୋଭନ କୁମାର ନାୟକ ନେତୃତ୍ୟୁ ନେଇଥିଲେ ଏଥିରେ ବ୍ରହ୍ମହପୁର ସମସ୍ତ କଲେଜ ଛାତ୍ର ଛାତ୍ରୀ ,କର୍ପୋରେଟର ଭାଇ ଭଉଣୀ ଏବଂ ଯୁବ ଗୋଷ୍ଟିମାନ ଯୋଗ ଦେଇଥିଲେ
