ଦୀର୍ଘ ଦିନର ତୁମ୍ବୀ ତୁଫାନ୍ ପରେ ଖସଡ଼ା ପ୍ରସ୍ତୁତିର ବାହାରି ଥିଲା ସମାଧାନ ବାଟ l

ଦୀର୍ଘ ଦିନର ତୁମ୍ବୀ ତୁଫାନ୍ ପରେ ଖସଡ଼ା ପ୍ରସ୍ତୁତିର ବାହାରି ଥିଲା ସମାଧାନ ବାଟ l ସମାନ ଟେଣ୍ଡର ପ୍ରକ୍ରିୟାକୁ ନେଇ ସ୍ଵାଗତ କରି ଜିଲ୍ଲାପାଳ ଓ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବିଜେପି ପାରିଷଦ l ମାତ୍ର ତାଙ୍କ ପ୍ରତିଶୁତି କେବଳ ପାଣିର ଗାର ହୋଈ ରହିଗଲା କାହିଁକି ନାଁ ଯାହା କୁହା ଯାଇଥିଲା ତାହା କରାଗଲା ନାହିଁ l ଅପର ପକ୍ଷରେ ବିଜେଡ଼ି ପାରିଷଦ କହିଛନ୍ତି ଦିଆଯାଇଥିବା ପ୍ରସ୍ତାବ ଉପରେ ଆଜି ଦୃଢ଼ୀକରଣ ହୋଇଥାନ୍ତା ଯଦିଓ ଖସଡ଼ା ପ୍ରସ୍ତୁତିରେ କାହାର କମ୍ ବେଶି ହୋଇଛି ଆମ ଭିତରେ ସହଯୋଗ କରି ଟେଣ୍ଡର ପ୍ରକ୍ରିୟାକୁ ଆଗେଇ ନେବା କଥା l ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *