ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସତ୍ବନ୍ତ୍ର ପ୍ରଦକ୍ଷିଣ ଗୃହର ସମିଳ୍ଲନୀ କକ୍ଷରେ “Proposal for Rationalization of Polling Stations” ବିଷୟରେ ଏକ ସଭା ଅନୁଷ୍ଠିତ
*ଆଜି ଦିନାଙ୍କ ୦୬.୦୮.୨୦୨୫ ରେ ପ୍ରାତଃ ୧୧.୩୦ ରେ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସତ୍ବନ୍ତ୍ର ପ୍ରଦକ୍ଷିଣ ଗୃହର ସମିଳ୍ଲନୀ କକ୍ଷରେ “Proposal for Rationalization of Polling Stations” ବିଷୟରେ ଏକ ସଭା ଅନୁଷ୍ଠିତ ହେଲା ।**ଉକ୍ତ ସଭାରେ ଶ୍ରୀ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟକ, ପିପିଲି; ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା, ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଶ୍ରୀ ନିଳମାଧବ ଭୋଇ; ଉପ-ଜିଲ୍ଲାପାଳ, ଶ୍ରୀ ରାଜକିଶୋର ଜେନା; ଅତିରିକ୍ତ ଉପ-ଜିଲ୍ଲାପାଳ, ଶ୍ରୀ ନିଳମାଧବ ମାଝୀ ଓ ଡେପୁଟି କଲେକ୍ଟର (ନିର୍ବାଚନ), ଶ୍ରୀମତୀ ଆଦ୍ୟାଶା ରଥ ଉପସ୍ଥିତ ଥିଲେ ।*ସେହିପରି ଉପସ୍ଥିତ ଥିବା ବିଧିସ୍ୱୀକୃତ ରାଜନୈତିକ ଦଳମାନଙ୍କ ପ୍ରତିନିଧିମାନେ ହେଲେ:ଉମାକାନ୍ତ ନାୟକ (ବି.ଜେ.ପି),ସୁକାନ୍ତ କୁମାର ପ୍ରଧାନ (ଆ.ଏନ୍.ସି.),ବିହାରୀବନ୍ଧୁ ପଲେଇ (ଏନ୍.ସି.ପି.),ଗୌରହରୀ ପ୍ରଧାନ (ବି.ଜେ.ଡ଼ି),ପ୍ରଶନ୍ନ କୁମାର ପଲେଇ (ପ୍ରତିନିଧି, ବ୍ରହ୍ମଗିରୀ ବିଧାୟକ),ଅମୃତ ମିଶ୍ର (ପ୍ରତିନିଧି, ପୁରୀ ବିଧାୟକ)*ସଭାରେ Rationalization of Polling Stations ବିଷୟରେ ଶ୍ରଦ୍ଧାନୁସାରେ ଆଲୋଚନା କରାଯାଇ, ଏହି ପ୍ରସ୍ତାବ ପ୍ରତି ସମସ୍ତ ଉପସ୍ଥିତ ରାଜନୈତିକ ଦଳମାନଙ୍କ ସହମତି ଗ୍ରହଣ କରାଯିବା ସହିତ ସଭାର ଶେଷ ହେଲା ।
