କନ୍ଧମାଳ ଜିଲ୍ଲା ୬୬୨ ବର୍ଗ ଯୁକ୍ତ ଦୁଇ ଓ ଯୁକ୍ତ ତିନି ମହାବିଦ୍ୟାଳୟ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ ।

ଫୁଲବାଣୀ ତା ୦୬/୦୮/2୦୨୫ କନ୍ଧମାଳ ଜିଲ୍ଲା ଅଧ୍ୟାପକ ଓ କର୍ମଚାରୀ ସଂଘ ର ସଭାପତି ଡକ୍ଟର ପ୍ରଶାନ୍ତ କୁମାର କର ଙ୍କ ନେତୃତ୍ୱ ରେ ଶତାଧିକ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଶୋଭାଯାତ୍ରା ଜିଲ୍ଲାରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ ଙ୍କୁ ର ଚାକିରୀ ସର୍ତ୍ତବଳୀ ଓ ପେନସନ ପ୍ରଦାନ ପାଇଁ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ,

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଜିଲ୍ଲା ପାଳଙ୍କୁ ପ୍ରଦାନ କରାଗଲା । ଏଥିରେ କନ୍ଧମାଳ ଜିଲ୍ଲା ର ସମସ୍ତ ଅଧ୍ୟକ୍ଷ ଅଧ୍ୟାପକ ତଥା ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଡକ୍ଟର ସତ୍ୟ ପାଣିଗ୍ରାହୀ ଡକ୍ଟର ସନ୍ତୋଷ ପ୍ରଧାନ ନବଘନ ସାହୁ, ଦିବାକର ବେହେରା,ଶିବ ଶଙ୍କର ସାହୁ, ପ୍ରଦୀପ୍ତ ବିଶ୍ୱାଳ, ନେତ୍ରଭାନୁ ପାଇକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *