ମହିଳା ଆତ୍ମ ନିର୍ଭରଶୀଳରେ..ଶାମୁକା
🌹ମହିଳା ଆତ୍ମ ନିର୍ଭରଶୀଳରେ..
ଶାମୁକା । 🌹
ତା.. ୭.. ୮.. ୨୦୨୫ରିଖ ।
ପୁରୀ ନୀଳାଚଳ ହାଟ ପରିସର ମଧ୍ୟରେ ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଶଙ୍ଖ ଓ ଶାମୁକା ହସ୍ତଶିଳ୍ପ ଏକବର୍ଷର
ତାଲିମ୍ କେନ୍ଦ୍ର ଚାଲିଅଛି ।
ଏହି ହସ୍ତଶିଳ୍ପ ତାଲିମ୍ କେନ୍ଦ୍ରରେ ନାରୀଶିଳ୍ପୀ ୧୦ଜଣ ଯଥା :-ଶ୍ରୀମତୀ ରାଜଲକ୍ଷ୍ମୀ ପ୍ରଧାନ , ସସ୍ମିତା ଦାସ, ପ୍ରଭାସିନୀ ବାରିକ,
ସ୍ୱପ୍ନା ଜେନା, ଲକ୍ଷ୍ମୀପ୍ରିୟା ସାମନ୍ତରାୟ , ସୁଲୋଚନା ଜେନା ,
ନିବେଦିତା ନାୟକ , ପ୍ରମିଳା ପ୍ରଧାନ, ରିତାରାଣୀ ବିଶ୍ୱାଳ, ଓ ବିଷ୍ଣୁପ୍ରିୟା ନାୟକ ଏବଂ ମାଷ୍ଟର କ୍ରାଫ୍ଟସ୍ ମ୍ୟାନ୍ ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ପାତ୍ରଙ୍କ ପ୍ରତ୍ୟେକ୍ଷ ପ୍ରେରଣାରେ ବ୍ୟବହାରିକ ଓ ଗୃହ ସଜାଇବା ନିମନ୍ତେ ବିଭିନ୍ନ ପ୍ରକାରର ଶଙ୍ଖ ଓ ଶାମୁକାରେ ପ୍ରସ୍ତୁତ ହସ୍ତଶିଳ୍ପ ଉପକରଣ ପ୍ରସ୍ତୁତ କରାଯାଉଛି ଯାହାକି ଶିକ୍ଷାର୍ଥୀ ମାନଙ୍କୁ ଭବିଷ୍ୟତରେ ସ୍ୱାଭାଲମ୍ବି କରିବ । ଧନ୍ୟବାଦ ।
🙏ଜୟ ଜଗନ୍ନାଥ 🙏
ବିଶ୍ୱରଞ୍ଜନ ପାତ୍ର
ନିପୁଣ ହସ୍ତଶିଳ୍ପୀ
ଶଙ୍ଖ ଓ ଶାମୁକା
ଯୋଗାଯୋଗ..୯୫୮୩୬୬୩୩୯୧
