ଏକ ପେଡ ମା କେ ନାମ

ଦେଶର ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ “ଏକ ପେଡ ମା କେ ନାମ” କ୍ରମେ ପବିତ୍ର ରକ୍ଷାବନ୍ଧନ ଅବସରରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ପ୍ରୋଜେକ୍ଟ ସମ୍ପର୍କ ଅଭିଜାନ ରେ ତରତୁଆ ସ୍ଥିତ ସଂରକ୍ଷିତ ପୋଲିସ ପଡିଆ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏସପି ସାଗରିକା ନାଥ ଚାରାଟିଏ ରୋପଣ କରି ପରିବେଶ ସୁରକ୍ଷା ବାତ୍ତା ଦେଇଥିଲେ। ସରସ୍ବତୀ ଶିଶୁମନ୍ଦିର ଛାତ୍ରୀଛାତ୍ର ଯୋଗଦେଇଥିଲେ। ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି, ସଦର ଏସଡିପିଓ ନିହାର ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ରିଜର୍ଭ ଇନିସପେକ୍ଟର ମନୋରଞ୍ଜନ ସତ୍ଯକାନ୍ତ ଜେନା ହାବିଲଦାର ଓ କନେଷ୍ଟବଳ ସଂଘ ସଭାପତି ଗିରିଧାରୀ ସିଂହମାଝୀ, ସମ୍ପାଦକ ସଞ୍ଜୟ ସେନାପତି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *