ବାଲେଶ୍ଵର ପୀଡ଼ିତା ଙ୍କୁ ଭେଟିଲେ କଂଗ୍ରେସ ର ରାଜ୍ୟ ନାରୀନେତ୍ରୀ ଓ ଜିଲ୍ଲା ସଭାପତି
Date:-12/08/2025Place:- Bhadrak ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧୀନ ଅନ୍ତରା କେନାଲ ଠାରେ ଛାତ୍ରୀ ଙ୍କୁ ଦୁଷ୍କର୍ମ ଘଟଣା ରେ ପୀଡ଼ିତା ଙ୍କୁ ଭେଟିଲେ ଜିଲ୍ଲା ସଭାପତି ଓ ରାଜ୍ୟ କଂଗ୍ରେସ ନାରୀନେତ୍ରୀ ଟିମ । ପୀଡ଼ିତା ନାବାଳିକା ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିବାର ସହ କଥା ହୋଇଛନ୍ତି ସିମୁଳିଆ ର କଂଗ୍ରେସ ର ସଭାପତି । ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ବୁଲୁ ପଟ୍ଟନାୟକ କହିଲେ ରାଜ୍ୟବାସୀ ଅସ୍ତ ବ୍ୟସ୍ତ ହୋଇ ଗଲେଣି ବିଜେପି ସରକାର ରେ ପ୍ରତି ଦିନ ନାରୀ ନିର୍ଯାତନା ବଢି ଚାଲିଛି।
