ରଘୁନାଥପୁର ରେ ବିଜେପି ର ତିରଙ୍ଗା ଶୋଭାଯାତ୍ର
ରଘୁନାଥପୁର ରେ ବିଜେପି ର ତିରଙ୍ଗା ଶୋଭାଯାତ୍ର।
ରଘୁନାଥପୁର ତା ୧୩/୮:-ତିର୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ବ୍ଲକ୧ଜୋନ ର ବିଜେପି ପକ୍ଷରୁ ବିଜେପିନେତା ଅଶୋକ କୁମାର ମହାରଣା,ସୁବୋଧ କୁମାର ବାରିକ,ଗଗନ ଚରଣ ଦାଶ,ନିର୍ମଳ ମହାପାତ୍ର,ସୁକାନ୍ତ କୁମାର ସ୍ବାଇଁ ଓ ଆଶିଶ କୁମାର ସାମଲ ଙ୍କ ନେତୃତ୍ୱ ରେ ବୁଧବାରନ ତିରଙ୍ଗାଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏହି ଜୋନର ୯ ଗୋଟି ପଞ୍ଚାୟତର ଶତାଧିକ ବିଜେପି କର୍ମୀମାନେ ହାତରେ ତିରଙ୍ଗାପତାକା ଧରି ତରିକୁନ୍ଦ ଠାରୁ ବାହାରି ବରାଗୋଳ, ଗୋଠିଣା,ଜଗନ୍ନାଥ ପୁର, ରଘୁନାଥପୁର,ଧରାଧରପୁର,ପୁରଣ ଓଡପଡା,ଗୁଆଳିପୁର,ତାରପୁର ଦେଇ ଜଇପୁର ନିକଟରେ ପହଞ୍ଚି ଥିଲେ।ଏଥିରେ ସୁଭେନ୍ଦୁ ଦାସ, ସୁକାନ୍ତ ରାଉତ,ସଂଗ୍ରାମ ଭୋଇ, ଦିପ୍ତି ରଂଜନ ସାହୁ,ବାବୁଲା ଭୋଳ, ବାପି ସିଂ,ସୁଭାଷ ମହାରଣା, ନବକିଶୋର ମଲ୍ଲିକ,ଗଣେଶ୍ବର ସାହୁ,ପବିତ୍ର ପାଣି,ଲକ୍ଷ୍ମୀଧର ନାୟକ,ଜ୍ଞାନ ରଂଜନ ସ୍ଵାଇଁ,ବିବେକାନନ୍ଦ ପଟ୍ଟନାୟକ, ଅରୁଣ ସ୍ଵାଇଁ,ଅକ୍ଷୟ କୁମାର ରାଉତ,ବିନୋଦ ବିହାରୀ ପଟ୍ଟନାୟକ,ସୈାମ୍ୟରଂଜନ ଭୂୟାଁ,ସଂଞୟ ସ୍ଵାଇଁ,ମନୋଜ ନାୟକ,ଉଲ୍ଲାସ ରାଉତ,ବିନୋଦ ଦାସ ଙ୍କ ସମେତ ୫୦୦ଶହ ରୁ ଉର୍ଦ୍ଧ ବିଜେପି କର୍ମୀ ମାନେ ଯୋଗଦେଇଥିଲେ।
