କନ୍ଧମାଳ କଂଗ୍ରେସ ତରଫରୁ ଭୋଟଚୋର ଗାଦୀଛ।ଡ କାର୍ଯ୍ୟ କ୍ରମ ।
କନ୍ଧମ।ଳର , ଫୁଲବାଣୀ ତା. ୧୪/୫/୨୦୨୫ରିଖ ଗୁରୁବାର ଦିନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଙ୍କ ନିର୍ଦ୍ଧେଶକ୍ରମେ ଫୁଲବାଣୀ ସଦର ମହକୁମା ସନ୍ଧ୍ୟା ୬ ଘଣ୍ଟା ସମୟରେ ଭୋଟଚୋରି କୁ ନେଇ, ଭୋଟଚୋର ଗାଦିଛ।ଡ କାର୍ଯ୍ୟକ୍ରମ କନ୍ଧମାଳ କଂଗ୍ରେସ କମିଟିର ସଂଯୋଜକ ଶ୍ରୀ ଚନ୍ଦ୍ର ପରିଡା , ଓ ବି ସି ସେଲ୍ ର ସଭାପତି ସୂର୍ଯ୍ୟକାନ୍ତ ଦାସ,ଜି, ଉଦୟଗିରି ବିଧାୟକ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, କୃଷକ ସେଲ୍ ସଭାପତି ହେମନ୍ତ କର, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ କୁମାର ପଣ୍ଡା, ପୂର୍ବତନ ନଗର କଂଗ୍ରେସ ଯୁବ ସଭାପତି ବସନ୍ତ କୁମାର ପାଢ଼ୀ, କନ୍ଧମାଳ ଜିଲ୍ଲା ଛାତ୍ର ସଭାପତି ଅରୂପ କହଁର, ବରିଷ୍ଟ କଂଗ୍ରେସ ନେତା ଘନ ଶବର, ମିଲାନ୍ ନାୟକ , ଶିବରାମ ନାୟକ ରଜତ ମହାନ୍ତି ଏବଂ ୨୦୦ ଶହରୁ ଅଧିକ ମହିଳା କଂଗ୍ରେସ କର୍ମୀ ଚଳିତ ସରକାର ଇଭିଏମ୍ ମାଧ୍ୟମରେ ଭୋଟଚରି କରି ଭାରତର ବିଭିନ୍ନ ରାଜ୍ୟ ରେ ନିଜର ସରକାର ପ୍ରତିଷ୍ଠା କରୁଥିବା ଓ କେନ୍ଦ୍ର ରେ ନିଜର ସରକାର ତିଆରି କରି ଜନମତ କୁ ବିଶ୍ୱାସ ଘ।ତ କତ। କରୁଥିବାରୁ ଏହାର ପ୍ରତିବାଦରେ ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଙ୍କ ଏହି ପଦକ୍ଷପ କୁ ଅନୁସରଣ କରି ଆଜି ଫୁଲବାଣୀ ମାଦୀକୁନ୍ଦା ଛକ ଠାରୁ ବଜାର ପେଟ୍ରୋଲ ଟାଙ୍କି ଛକ ଦେଇ ସ୍ଥାନୀୟ ଗୋବାବନ୍ଧୁ ଛକରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନ।ର।ଦେଇ କାର୍ଯ୍ୟକ୍ରମ ଭଙ୍ଗ କରାଯାଇଥିଲା ।
