ସୋରଡ଼ା ଶଶୀଭୂଷଣ ଖେଳ ପଡିଆ ରେ ସ୍ଵାଧୀନତା ଦିବସ ପାଳିତ

Date-15/08/25Place- ଭଞ୍ଜନଗର Reporter – ନାରାୟଣ ଡାକୁଆ Format- avb Anchor -ଗଞ୍ଜାମ ଜିଲ୍ଲା ସୋରଡ଼ା ସ୍ଥିତ ଶଶୀଭୂଷଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖେଳ ପଡିଆ ରେ ଆଜି 79ତମ ସ୍ଵାଧୀନତା ଦିବସ ପାଳିତ ହୋଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଉପସ୍ଥିତ ରହିବା ସହ ପତକାଉତ୍ତୋଳନ କରିଥିଲେ ।ସମ୍ମାନିତ ଅତିଥି ଭାବେ ସୋରଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ଉପସ୍ଥିତ ରହିବା ସହ ସୋରଡ଼ା ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ, ତହସିଲଦାର ଦାୟିତ୍ଵ ରେ ଥିବା ସୋରଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର।ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ସହର ରେ ଥିବା ବିଭିନ୍ନ ସ୍କୁଲ ଓ କଲେଜ୍ ର 33 ଦଳର ଛାତ୍ର ଛାତ୍ରୀ ମାନେ ଏହି କାର୍ଯକ୍ରମ ରେ ଯୋଗ ଦେଇଥିଲେ ।ତେବେ ଆଗରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଆଜି ଉପକୃତ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ସୋରଡା ବିଧାୟକ।

Leave a Reply

Your email address will not be published. Required fields are marked *