ବିଜେପି ପକ୍ଷରୁ ରଘୁନାଥପୁର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

*ବିଜେପି ପକ୍ଷରୁ ରଘୁନାଥପୁର ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ରଘୁନାଥପୁର ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ବିଜେପି ନେତା ରାଜ କିଶୋର ବେହେରା ସମସ୍ତ ମଣ୍ଡଳ ସ୍ତରୀୟ ନେତା ଉପସ୍ଥିତ ଥିଲେ। ଶତାଧିକ ମହିଳା ମାନେ ଉପସ୍ଥିତ ରହିବା ସହିତ ୨୦୦ ମିଟର ର ଏକ ତ୍ରିରଙ୍ଗା ବଜାର ପରିକ୍ରମା କରିଥିଲେ l

Leave a Reply

Your email address will not be published. Required fields are marked *