ଆନ୍ତର୍ଜାତିକ ବାଲୁକା ଶିଳ୍ପୀ

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟ୍ୟମରେ ନୂତନ ବର୍ଷ କୁ ସ୍ୱାଗତ କରି ସାରା ବିଶ୍ୱ କୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି |
ସେ ତାଙ୍କ ବାଲୁକା କଳା ରେ ବିଶ୍ୱ କୁ Happy New Year 2026 ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି | ଇଂରାଜୀ ନୂତନ ବର୍ଷ ସମସ୍ତ ଙ୍କ ଜୀବନରେ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ | ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ | ପ୍ରଭୁ ଜଗନ୍ନାଥଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ |
ଏହି ବାଲୁକା କଳା ଟି ୧୫ ଫୁଟ ଓସାର ବିଶିଷ୍ଟ | ଏଥିରେ 7 ଟନ ବାଲି ଉପଯୋଗ କରାଯାଇଛି | ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା |
ବାଇଟ – ମାନସକୁମାର ସାହୁ

Leave a Reply

Your email address will not be published. Required fields are marked *