ସୁଭଦ୍ରା_ଜନ୍ମଦିନରେ_ଦୀପ_ଜାଳିବାକୁ_ଆହ୍ୱାନ
#ସୁଭଦ୍ରା_ଜନ୍ମଦିନରେ_ଦୀପ_ଜାଳିବାକୁ_ଆହ୍ୱାନ-କାଲି ସୁଭଦ୍ରାକୁ ପୂରିବ ୨ ବର୍ଷ, ଦୀପ ଜାଳିବାକୁ ମହିଳାଙ୍କୁ ଆହ୍ୱାନ-ସନ୍ଧ୍ୟା ୬ଟାରୁ ୭ଟା ମଧ୍ୟରେ ଘରେ ଘରେ ଦୀପ ଜାଳିବେ ମହିଳା-୩୩୮ ଜାଗାରେ ହେବ ପ୍ରତିଯୋଗିତା ଓ ସେଲିବ୍ରେସନ-ଜିଲ୍ଲା ମଙ୍ଗଳ ଅଧିକାରିଙ୍କ କାର୍ଯ୍ୟାଳୟ, ଅଙ୍ଗନବାଡିରେ ହେବ ରଙ୍ଗୋଲି କାର୍ଯ୍ୟକ୍ରମ-୨୦୨୪ ସେପ୍ଟେମ୍ବରରେ ଆରମ୍ବ ହୋଇଥିଲା ସୁଭଦ୍ରା ଯୋଜନା-୨ ବର୍ଷରେ ୨୫ ହଜାର ୮୦୦ କୋଟି ଟଙ୍କା ହିତାଧିକାରୀଙ୍କୁ ଦିଆଯାଇଛି-୨୬ ପ୍ରତିଶତରୁ ଊର୍ଦ୍ଧ୍ବ ମହିଳା ଉଦ୍ୟୋଗ ପତି- ପ୍ରଭାତୀ ପରିଡ଼ା-ଆସନ୍ତା ଏପ୍ରିଲ୍ ୧ ତାରିଖରୁ ମାସେ ପାଇଁ ଖୋଲିବ ସୁଭଦ୍ରା ପୋର୍ଟାଲ l
