ସମ୍ଭାବ୍ୟ_ବାତ୍ୟା_ନେଇ_ବଡ଼_ଖବର

#ସମ୍ଭାବ୍ୟ_ବାତ୍ୟା_ନେଇ_ବଡ଼_ଖବର-ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ନେଇ ବଡ଼ ଖବର-୪୮ରୁ ୭୨ ଘଣ୍ଟା ଭିତର ଚିତ୍ର ସ୍ପଷ୍ଟ ହେବ: ସୁରେନ୍ଦ୍ର ନାଥ-୨୨ ସେପ୍ଟେମ୍ବର ବେଳକୁ ସଂଗଠିତ ହୋଇ ଲଘୁଚାପ ହୋଇପାରେ-୨୫ ସେପ୍ଟେମ୍ବରକୁ ପରିବେଶ ଅନୁକୂଳ ରହିଲେ ଗଭୀର ଅବପାତ!-ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବା ନେଇ ଆକଳନ-ବାତ୍ୟା ନ ହୋଇ ଗଭୀର ଅବପାତ ରହିଲେ ପ୍ରବଳ ବର୍ଷା ସମ୍ଭାବନା-ସେପ୍ଟେମ୍ବର ୨୩ରୁ ୨୭ ମଧ୍ୟରେ ବଢ଼ିପାରେ ବର୍ଷା l

Leave a Reply

Your email address will not be published. Required fields are marked *