ବିକ୍ରମ_ପଣ୍ଡାଙ୍କ_ନାଁରେ_ପୁଣି_ମାମଲା

#ବିକ୍ରମ_ପଣ୍ଡାଙ୍କ_ନାଁରେ_ପୁଣି_ମାମଲା-ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା-ସୂଚନା ଦେଲେ ବ୍ରହ୍ମପୁର ଏସ୍‌ପି ଶରବଣା ବିବେକ-ସାକ୍ଷୀଙ୍କୁ ଫୋନ୍‌ରେ ଧମକଚମକ ଦେବା ଅଭିଯୋଗରେ ମାମଲା-ଜେଲ୍‌ ଭିତରୁ ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍‌ରେ ଧମକାଇଥିବା ଅଭିଯୋଗ-ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ପରେ ମାମଲା ରୁଜୁ-ମଦନ ଦଳାଇଙ୍କ ନାଁରେ ମଧ୍ୟ ଧମକାଇବା ଅଭିଯୋଗରେ ହୋଇଛି ସାନି ମାମଲା-ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ଲେଖିବୁ-ଜେଲ୍‌ ସିସିଟିଭିରୁ ବାର୍ତ୍ତାଳପ ନେଇ ପ୍ରମାଣ ମିଳିବା ପରେ ମାମଲା-ନିକଟରେ ବିକ୍ରମ ପଣ୍ଡା ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ମୁକୁଳିଥିଲେ-ନିକଟରେ ବିକ୍ରମ ପଣ୍ଡା ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ମୁକୁଳିଥିଲେ-ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜାମିନ ପାଇଥିଲେ ବିକ୍ରମ l

Leave a Reply

Your email address will not be published. Required fields are marked *