ବହୁ ଦିନର ଆଶା ପୂରଣ ଫୁଲବାଣୀରେ ହେବ ରେଳ ଚଳ। ଚଳ
କନ୍ଧମାଳ, ଫୁଲବାଣୀ ବହୁଦିନର ଆଶା ପୁରଣ ହେବାକୁ ଯାଉଅଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ, ଦୁତିପଡ।, କଲାମରୀ,ମଲିକପଡା ଠାରେ ଷ୍ଟେସନ ହେବାକୁ ବିଦ୍ଧି ବଦ୍ଧ ଭାବେ ଘୋଷଣା କରାଯାଇଛି । ।ଏହି କଥା ଶୁଣିବା ମାତ୍ରେ ଫୁଲବାଣୀରେ ଖୁସିର ବାତ।ବରଣ ଦେଖିବାକୁ ମିଳୁଛି। ଏହି ଶୁଭ ଖବର କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ଘୋଷଣା କରିଥିବା ବେଳେ ଡିପି ଆର ଦ୍ଵାରା ପ୍ରକାଶିତ ନିମ୍ନଲିଖିତ ସ୍ଥାନ ମାନଙ୍କରେ ଷ୍ଟେସନ ହେବା ନେଇ ଘୋଷଣା କରିଛନ୍ତି । କନ୍ଧମାଳ ଜିଲ୍ଲାର ଚକାପାଦ, ଅର୍ଚ।ଙ୍ଗି, କୁଚୁଡା, କୁତୁପାଜୁ, ଦୁତିପଡ।, ଫୁଲବାଣୀ, କଲାମୁରୀ, ମଲିକପଡ। ଦେଇ ବୌଦ୍ଧ ଜିଲ୍ଲାର କଦଳୀ ଗଡ କୁ ସଂଯୋଗ କରିବ ବୋଲି ଶୁଣିବାକୁ ମିଳୁଛି ।
