ଆନନ୍ଦପୁର ମହାବିଦ୍ୟାଳୟ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର

ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ଯୁବ ରେଡକ୍ରସ୍,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ,ଜାତୀୟ ସେବା ଯୋଜନା,scout and guide ଶା ଖା ତରଫ ରୁ aspire ଓ SBI ଆନନ୍ଦ ପୁର ଏବଂ ଘଷିପୁରା ଶାଖା ର ମିଳିତ ଉଦ୍ୟମ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଅଛିଏହି ଶିବିର କୁ ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ସୁନା ମୁଖ୍ୟ ଅତିଥି ଭାବେ, SBI ଆନନ୍ଦ ପୂର୍ ଶାଖାର ମୁଖ୍ୟ ପ୍ରବନ୍ଧକ ଶ୍ରୀଯୁକ୍ତ ସୁକାନ୍ତ କୁମାର ସାହୁ ବିଶିଷ୍ଟ ଅତିଥି ,aspire ର ବ୍ଲକ ସଂଯୋଜକ ଶ୍ରୀଯୁକ୍ତ ସମୀର ମହାକୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତ ଦାନ ,ଏକ ମହତ୍ ଦାନ ଓ ରକ୍ତ ଦାନ ର ଉଦ୍ଦେଶ୍ୟ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ସଭାପଟିତ୍ୟ କରିଥିବା ବେଳେ leftnant ରଘୁ ଦୀପ୍ତି ନାୟକ ସଂଯୋଜନା କରିଥିଲେପ୍ରାରମ୍ଭରେ ପୁଷ୍ପଲତା ରାମ ଜଗନ୍ନାଥ ଭଜନ ପରିବେଷଣ କରିଥିଲେଆନନ୍ଦପୁର ଉପଖଣ୍ଡ ଚିକିତ୍ସା ଲୟ ର ଡ଼ାକ୍ତର ଉଦୟ ଭାସ୍କର ପଣ୍ଡା ଙ୍କ ନେତୃତ୍ୱରେ ୩୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲାଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,ଡକ୍ଟର ନିମାଇଁ ଚାରଣ ରାଉତ,ବିଶ୍ୱଜିତ୍ ରାଉତ, ଓଜେଳ ପଟ୍ଟନାୟକ,ମଧୁସ୍ମିତା ସାହୁ,ପୂର୍ଣ୍ଣ ନନ୍ଦ ପାର୍ଥ ସାରଥୀ ଶଙ୍ଖୁଆ, ପ୍ରକାଶ କୁମାର ସାହୁ,ଦିବ୍ୟରଞ୍ଜନ ସାହୁ,ଦେବାପ୍ରକାସ ରାମ,ଆରତୀ ଲୁଗୁନ,ସଂଘମିତ୍ରା ରାଉତ,ଭାରତୀ ସାହୁ,ମିତା ଶ୍ରୀ ବେହେରା,ମମତା ମିଶ୍ର,ସବିନା ଆରା ବେଗମ୍,ଡକ୍ଟର ବଡିଷ୍ଟ ବେହେରା,କାହୁଁ ଚାରଣ ଜେନା,ରଞ୍ଜନ କୁମାର ନାୟକ,ପ୍ରତାପ କଅଁର,ଉପେନ୍ଦ୍ର ମିଶ୍ର,ନାରାୟଣ ହେମ୍ବ୍ରମ,ଦେବାଶିଷ ଆଚାର୍ଯ୍ୟ,ରତିକାନ୍ତ ଦାସ,ଭଗବାନ ସାହୁ,ରାସନ୍ ଭେଂଗ୍ରା,ପ୍ରଦୀପ କୁମାର ପୂର୍ତ୍ତି,ଦୁର୍ଗା ଶଙ୍କର ପରିଡ଼ା,ସୂର୍ଯ୍ୟମଣି ଜେନା,ନିହାରିକା ପ୍ରିୟଦର୍ଶିନୀ ପାତ୍ର,ପ୍ରଫୁଲ୍ଲ କୁମାର ପଣ୍ଡା, ସତ୍ୟବ୍ରତ ପରିଡା,ସୁବ୍ରତ ସାହାଣୀ,ନରେଶ ସାହା ରୀମାନ ଆଚାର୍ଯ୍ୟ ଡକ୍ଟର ରବୀନ୍ଦ୍ର କୁମାର ସାହୁ ହେମା ଗୁପ୍ତା,ଅଜିତ କୁମାର ଜେନା, ସୁଲୋଚନା ସାହୁ,ସତ୍ୟାନନ୍ଦ ନାୟକ,ସତ୍ୟବାନ୍ ସେଠୀ,ଗୌରୀଶଙ୍କର ପଣ୍ଡା ଶଶିକାନ୍ତ ଜେନା,କେଶବ ଜେନା ତଥାସମସ୍ତ କର୍ମଚାରୀ ,ଛାତ୍ର ଛାତ୍ରୀ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *