କମଳ ମତି ଶିଶୁଙ୍କ ଭବିଷ୍ୟତ ଗଛ ତଲେ।

ଏରସମା:କମଳ ମତି ଶିଶୁଙ୍କ ଭବିଷ୍ୟତ ଗଛ ତଲେ। ଏମିତି ଦୁଷ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା, ଏରସମା ବ୍ଲକ, କୁଞ୍ଜକୋଠୀ ପଞ୍ଚାୟତ କୁଞ୍ଜକୋଠୀ ସରକାରୀ ୟୁଜି ୟୁପି ବିଦ୍ୟାଳୟ ରେ। ଦୁଇ ମାସ ତଳେ ମଧ୍ୟାନ ଭଜନ ସମୟ ରେ ଛାତ ରୁ  କଂକ୍ରିଟ୍ ଖସି ଶ୍ରୀକ୍ଷେତ୍ର ଙ୍କ ମୁଣ୍ଡ ଉପରେ ପଡି ରକ୍ତ ଲୁହାଣହୋଇଥିଲା।ସ୍ଥାନୀୟ ବିଧାୟକ ସାରଦା ପ୍ରଶ୍ନ ଜେନା ତାଙ୍କ ନିଜ ପାଣ୍ଟି ରୁ ଗୋଟିଏ ଘର କରିବାପାଇଁ ନିଦେଶ ଦେଇଛନ୍ତି।କିନ୍ତୁ ଏପଯ୍ୟନ୍ତ ବ୍ଲକ ଶିକ୍ଷ୍ୟା ଅଧିକାରୀ ବା ଏରସମା ମଣ୍ଡଳୀ ଉନନୀୟ ଅଧିକାରୀ କାହାରୀ ନିଘାନାହିଁ। ପାଖେଇ ଆସୁଛି ପରୀକ୍ଷା ଗୋଟିଏ ଘରେ ସାତଟି ଶ୍ରେଣି ର ପିଲାମାନେ ଏକାଠି ବସି ପଡିବା ସମ୍ଭବ ନୁହେଁ ସେଥିପାଇଁ ଘର ବାରଣ୍ଡାରେ ଏବଂ ଗଛ ତରେ ପାଲ ଟାଙ୍ଗୀବା ସହ ମଶା ରେ ପିଲା ମାନେ ବସିବା ସମ୍ଭବ ନୁହେଁ। ସେଥିପାଇଁ ଅଣ୍ଡା ଖୋଳ କୁ ମଶା ଧୂପ ବେବହାର କରାଯାଉଛି। ଯାହାକି ପିଲାଙ୍କ ଦିହ ଖରାପ ହବାର ସମ୍ଭବନା ଅଧିକ ସେଥିପାଇଁ ସରକାର କୁ ନିବେଦନ କରୁଛି ଜେତେ ଜଲଦି ଘର କାମ ଆରମ୍ଭ କଲେ ପିଲା ମାନେ ଠିକ ସେ ପଡି ପାରିବେ ଏବଂ ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବ।

Leave a Reply

Your email address will not be published. Required fields are marked *