ପୁରୀଜିଲା ଡେ଼ଲାଙ୍ଗରେ ଜଣ୍ଡିସ ଚିହ୍ନଟ ।

ପୁରୀଜିଲା ଡେ଼ଲାଙ୍ଗରେ ଜଣ୍ଡିସ ଚିହ୍ନଟ । ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ୧୦ ମ ଶ୍ରେଣୀରେ ପଢୁଥିବା ୧୦ ରୁ ଉର୍ଧ୍ଵ ଛାତ୍ରଛାତ୍ରୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ସୁଚନା । ଏହା ଏବେ ଅଭିଭାବକ ମହଲରେ ଭୟର ବାତାବରଣ ସୃଷ୍ଟି କରିଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହେବା ସହ ବିଦ୍ୟାଳୟ ପରିସରରେ ଥିବା ପାଣି ଟାଙ୍କିରୁ ପାଣି ପରୀକ୍ଷା କରିବା ସହ ୧୦ ଜଣ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି!

Leave a Reply

Your email address will not be published. Required fields are marked *