୧୩୨ କେ ଭି ଲାଇନ୍ ସ୍ଥିତସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନତି କରଣ ଉଦଘାଟନ କଲେବିଧାୟକ l

ବ୍ରହ୍ମପୁର ୨୮/୨( ):ସ୍ଥାନୀୟ ୧୩୨ କେ ଭି ଲାଇନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସର୍ବାଙ୍ଗୀନ ଉର୍ନତି,ଚର୍ତୁପାର୍ଶ୍ୱ ପlଚେରୀ ନିର୍ମାଣ,ବିଦ୍ୟାଳୟ ର ଶୌଚାଳୟ ଉର୍ନତି କରଣ, କାର୍ଯ୍ୟ ପାଇଁ ବ୍ରହ୍ମପୁର ବିଧାୟକ ନିଜ ହାତ ପାଣ୍ଠି ରୁ ୩୫,୦୦୦୦୦ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଇଥିଲେ ଏହାର କାର୍ଯ୍ୟ ସମ୍ପୂର୍ଣ ହେବା ପରେ ଶୁଭ ଉଦଘାଟନ କଲେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ଇ . ବିବେକ ରେଡି,ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜେଶିକେ , ଡେପୁଟି କମିଶନର ଆଶୀର୍ବାଦ ପରିଡା,ବ୍ରହ୍ମପୁର ମହାନଗର ର ସି ଟି ଇଞ୍ଜିନିଅର ମନୋଜ କୁମାର ପାତ୍ର, ବିଧାୟକ ଙ୍କ ପ୍ରତିନିଧି ଅଶୋକ କୁମାର ଶୁକ୍ଳ ୱାର୍ଡ ନମ୍ବର ୪ କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଳ,ବିଦ୍ୟାଳୟ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ବିଦ୍ୟାଳୟ ର କର୍ମଚାରୀ,ଅଂଚଳ ବାସିନ୍ଦା,କୁନି କୁନି ଛାତ୍ର,ଛାତ୍ରୀ ଗଣ ଏହି ଅବସରରେ ବିଧାୟକ ନିଜ ବ୍ୟକ୍ତବ୍ୟ ରେ ପ୍ରକାଶ କରିଥିଲେ ଯେ ଭାରତ ର ଯଶ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଓ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷା କୁ ଗୁରୁତ୍ୱ ଦେଇ ବିଦ୍ୟାଳୟ ଓ ଛାତ୍ର,ଛାତ୍ରୀ ଙ୍କୁ ସାମୁହିକ ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଅନୁଦାନ ଦେଇଥାନ୍ତି ଏହାର ସଦ ଉପଯୋଗ କରି ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟତ୍ରୀ,କର୍ମଚାରୀ ଶିଶୁ ଙ୍କୁ ବିକାଶ ପାଇଁ ଉପଯୋଗ କରନ୍ତୁ ପିଲା ଙ୍କ ପାଠ ପଡା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି।

Leave a Reply

Your email address will not be published. Required fields are marked *