ପ୍ରବାଦ ପୁରୁଷ ବିଜୁ ବିଜୁବାବୁଙ୍କର ୧୧୦ ତମ ଜନ୍ମ ଜୟନ୍ତୀ

ପ୍ରବାଦ ପୁରୁଷ ବିଜୁ ବିଜୁବାବୁଙ୍କର ୧୧୦ ତମ ଜନ୍ମ ଜୟନ୍ତୀ ମାଣିକେଶ୍ବରୀ ମନ୍ଦିର ଠାରେ ପାଳନ କଲା ବିଜୁ ଜନତା ଦଳ

କଳାହାଣ୍ଡି :୫/୨/୨୬ ଆଜି ପ୍ରବାଦ ପୁରୁଷ ବିଜୁ ବିଜୁବାବୁଙ୍କର ୧୧୦ ତମ ଜନ୍ମ ଜୟନ୍ତୀ ଏଣୁ ଆଜି କଳାହାଣ୍ଡି ବିଜୁ ଜନତାଦଳ ତରଫରୁ ଜିଲ୍ଲା କର୍ମକରତା ବିଜେଡି ଯୁବ ବାହିନୀ ବିଜୁ ଜନତା ଦଳର ବରିଷ୍ଟ ନେତୃ ମଣ୍ଡଳୀ ମାଣିକେଶ୍ବରୀ ମନ୍ଦିର ଠାରେ ଉପସ୍ଥିତ ରହି ଯେଉଁ ମାନେ ସାମାଜିକ ସ୍ତରରେ ଅସହାୟ ଏବଂ ଭିଂନକ୍ଷମ ଅଛନ୍ତି ମାଣିକେଶ୍ବରୀ ମନ୍ଦିର ପ୍ରଗନରେ କିଛି ଅସହାୟ ଭିଖୀୟୁ ମାନେ ପ୍ରତିଦିନ ବାସନ୍ତୀ ଆଗାମୀ ଦିନରେ ଗ୍ରୀଷ୍ମ ତାପ ଆସୁଥିବାରୁ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଛତା ବଣ୍ଟନ କରିଥିଲୁ ସେ ମନଙ୍କୁ ଶୁଖିଲା ସାମଗ୍ରୀ ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀରେ ବଣ୍ଟନ କରିଥିଲେ ଯୁବ ବିଜେଡି ନେତା ଅଭିନସା ଠାକୁର, ମାନିନ୍ଦର, ଅଦ୍ୱିତୀୟ ନନ୍ଦ, ମଣ୍ଟୁ ନାଇକି, ଲାଳଇତା ନାୟକ, ଧର୍ମେନ୍ଦର, ଶିବ ନାୟକ, ଉପସ୍ଥିତ ରହିଥିଲେ

Leave a Reply

Your email address will not be published. Required fields are marked *