ଆନନ୍ଦପୁର ମହାବିଦ୍ୟାଳୟ ରେ ରସାୟନ ବିଜ୍ଞାନ ବିଭାଗ ର ବାର୍ଷିକ ଉତ୍ସବ

ଆନନ୍ଦପୁର ମହାବିଦ୍ୟାଳୟ ର ନୂତନ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡକ୍ଟର ନାରାୟଣ ମିଶ୍ର ଙ୍କ ସଭାପତିତ୍ୟରେ ରସାୟନ ବିଜ୍ଞାନ ବିଭାଗ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛିସର୍ବ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟ ଅତିଥି ଆଈ ଏମ ଏମ ଟି,ଭୁବନେଶ୍ୱର ର ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ଡକ୍ଟର ବିକାଶ କୁମାର ଜେନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେସମ୍ମାନିତ ଅତିଥି ଭାବେ ଡକ୍ଟର ଶକ୍ତି ପ୍ରସାଦ ମହାପାତ୍ର,,ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା,ଆଦ୍ୟଦେବ ମହାନ୍ତି ପ୍ରମୁଖ ଯୋଗଦେଇଥିଲେଲକ୍ଷ୍ମୀ ପ୍ରିୟା ନାୟକ ଓ ସଞ୍ଜୟ କୁମାର ସାହୁ ଙ୍କ ସଂଯୋଜନା ରେ ବିଭାଗ ର ମୁଖ୍ୟ ଡକ୍ଟର ନିମାଇଁ ଚରଣ ରାଉତ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସେମିନାର ଉପଦେଷ୍ଟା ଅଧ୍ୟାପକ ବିଶ୍ୱରଂଜନ ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସେମିନାର ସମ୍ପାଦକ ସନ୍ଦୀପ କୁମାର ଜେନା ବାର୍ଷିକ ବିବ ରଣୀ ପାଠ କରିଥିଲେଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲାମୁଖ୍ୟ ଅତିଥି ଡକ୍ଟର ବିକାଶ କୁମାର ଜେନା ନା ନୋ ମ୍ୟାଟେରିଆଲ ର ମଲ୍ଟି ଫଙ୍କ ସ ନାଲ ପ୍ରୟୋଗ ସମ୍ବନ୍ଧରେ ଆଲୋଚନା କରିଥିଲେ ରାଜେନ୍ଦ୍ର ଜେନା ବେଷ୍ଟ ସେମିନାର ଟକ ଏବଂ କୃତି ଛାତ୍ର ଛାତ୍ରୀ ମା ନ ଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେଅଧ୍ୟକ୍ଷ ମୁଖ୍ୟ ଅତିଥି ଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରି ଥିଲେସହ ସମ୍ପା ଦିକା ଲକ୍ଷ୍ମୀ ପ୍ରିୟା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ପ୍ରଧ୍ୟା ପି କା ଶ୍ରୀ ଲେଖା ସାହୁ,ସଂଘମିତ୍ରା ରାଉତ, ପୁଷ୍ପଲତା ରାମ,ମମତା ମିଶ୍ର,ତନୁ ଶ୍ରୀ ପଣ୍ଡା,ସାବିନା ଆର ବେଗ ମ,ମିତା ଶ୍ରୀ ବେହେରା, ଭାରତୀ ସାହୁ,ବିଶ୍ୱଜିତ୍ ରାଉତ,ଦୁର୍ଗା ଶଙ୍କର ପରିଡ଼ା, ପାର୍ଥ ସାରଥି ବେଜ ତଥା ସମସ୍ତ ଛାତ୍ର ଛାତ୍ରୀ କାର୍ଯ କ୍ରମ ରେ ସହଯୋଗ କରିଥିଲେ ରସାୟନ ବିଜ୍ଞାନ ବିଭାଗ ର ବୁଲେଟିନ ସିଲିକା କୁ ଅତିଥି ମାନେ ଉଁମୋ ଚନ କରିଥିଲେସର୍ବ ଶେଷ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ କ୍ରମ ପରିବେଷଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *