ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ
ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ସବୁ ପ୍ରେସ୍ ପଞ୍ଜୀକରଣ ସେବା ଏବେ ଅନଲାଇନରେ ଉପଲବ୍ଧ l୧.୫ ଲକ୍ଷରୁ ଅଧିକ ପତ୍ରିକାର ରେକର୍ଡ ଡିଜିଟାଇଜେସନ୍ କରାଯାଇଛିପ୍ରେସ୍ ସେବା ପୋର୍ଟାଲରେ ୭୮୦ ଜିଲ୍ଲା ସାମିଲ୫ କୋଟି ଟଙ୍କାରୁ ଅଧିକ ଜରିମାନା ଏବଂ ୮୮,୩୧୫ ପ୍ରକାଶନ ବାତିଲପ୍ରେସ୍ ଏବଂ ପତ୍ରିକା ପଞ୍ଜିକରଣ (ପିଆରପି) ଆଇନ, ୨୦୨୩ ଅନୁଯାୟୀ, ପତ୍ରିକାର ପଞ୍ଜିକରଣ ପାଇଁ ସମସ୍ତ ଆବେଦନଗୁଡ଼ିକୁ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଡିଜିଟାଲ୍ ଭାବରେ ପ୍ରକ୍ରିୟାକରଣ କରାଯାଉଛି। ତଦନୁସାରେ, ପ୍ରେସ୍ ଏବଂ ପୁସ୍ତକ ପଞ୍ଜିକରଣ (ପିଆରବି) ଆଇନ, ୧୮୬୭ (ବର୍ତ୍ତମାନ ରଦ୍ଦ କରାଯାଇଛି) ଅଧୀନରେ ପଞ୍ଜିକୃତ ସମସ୍ତ ଭୌତିକ ରେକର୍ଡ (୧.୫ ଲକ୍ଷରୁ ଅଧିକ) ସମ୍ବାଦପତ୍ରକୁ ଡିଜିଟାଇଜେସନ୍ କରାଯାଇଛି ଏବଂ ପ୍ରେସ୍ ସେବା ପୋର୍ଟାଲରେ ସାମିଲ କରାଯାଇଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ ମୁରୁଗନ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି ।କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ମୁତାବକ ବର୍ତ୍ତମାନ, ନୂତନ ପତ୍ରିକାର ପଞ୍ଜିକରଣ, ବର୍ତ୍ତମାନ ପତ୍ରିକାର ପଞ୍ଜିକରଣ ସଂଶୋଧନ, ପତ୍ରିକାର ମାଲିକାନା ହସ୍ତାନ୍ତର, ବାର୍ଷିକ ବିବରଣୀ ଦାଖଲ, ଅନଲାଇନ୍ ଜରିମାନା ଦେୟ, ପତ୍ରିକାର ପ୍ରସାରଣ ଯାଞ୍ଚ ଇତ୍ୟାଦି ସେବାଗୁଡ଼ିକୁ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ପ୍ରକ୍ରିୟାକରଣ କରାଯାଉଛି। ଏହି ଆଇନ କାର୍ଯ୍ୟକାରୀ କରିବା ଅଧୀନରେ, ୭୮୦ ଜିଲ୍ଲାର ନିଯୁକ୍ତ କର୍ତ୍ତୃପକ୍ଷଙ୍କୁ ପ୍ରେସ୍ ସେବା ପୋର୍ଟାଲ ସହିତ ଯୋଡ଼ାଯାଇଛି। ୧ ମାର୍ଚ୍ଚ, ୨୦୨୪ ଠାରୁ, ୧୧,୦୮୧ ଆବେଦନ ପ୍ରକ୍ରିୟାକରଣ କରାଯାଇଛି ଏବଂ ସମ୍ପୃକ୍ତ ବର୍ଗ ପାଇଁ ପ୍ରମାଣପତ୍ର ପ୍ରଦାନ କରାଯାଇଛି।ପ୍ରେସ୍ ସେବା ପୋର୍ଟାଲ୍ ମାଧ୍ୟମରେ ଲାଗୁ ଏବଂ ପ୍ରଦାନ କରାଯାଇଥିବା ଜରିମାନାର ଏକ ବିସ୍ତୃତ ତାଲିକା ପରିଶିଷ୍ଟ-୧ ରେ ସଂଲଗ୍ନ କରାଯାଇଛି ଏବଂ ରଦ୍ଦ ହୋଇଥିବା ଏପରି ସମ୍ବାଦପତ୍ରର ଏକ ବିସ୍ତୃତ ରାଜ୍ୟୱାରୀ ତାଲିକା ପରିଶିଷ୍ଟ-୨ ରେ ସଂଲଗ୍ନ କରାଯାଇଛି। ସରକାର ନିରନ୍ତର ଏହାର ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମର ପ୍ରଭାବ ମୂଲ୍ୟାଙ୍କନ କରନ୍ତି। ଭାରତୀୟ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ୍ (ପିଆରଜିଆଇ) ନିରନ୍ତର ମତାମତ ଗ୍ରହଣ କରନ୍ତି ଏବଂ ପୋର୍ଟାଲ୍ ମାଧ୍ୟମରେ ଉତ୍ତମ ସେବା ପ୍ରଦାନ କରିବା ପାଇଁ ପଦକ୍ଷେପ ନିଅନ୍ତି।ପଞ୍ଜିକୃତ ଖବରକାଗଜ/ପତ୍ରିକାର ତାଲିକା ପିଆରଜିଆଇ ୱେବସାଇଟ୍ https://prgi.gov.in/ ରେ ‘‘ଆମ ସେବା’’ ଶୀର୍ଷକ ଅଧୀନରେ ‘‘ପଞ୍ଜିକୃତ ଶୀର୍ଷକ’’ ଟ୍ୟାବରେ ଉପଲବ୍ଧ।Details of Penalty Imposed and Paid through Press Sewa Portal as on 27.02.2026S.No.Publication State/UTTotal Penalty Received Amount (Rs.)1Karnataka52,74,000 2Odisha9,20,0003Tamil Nadu44,17,0004Haryana4,72,0005Maharashtra99,60,0006West Bengal13,87,0007Delhi37,92,0008Gujarat37,59,0009Uttar Pradesh44,08,00010Andhra Pradesh30,72,00011Chhattisgarh8,44,00012Madhya Pradesh82,84,00013Kerala17,39,00014Telangana12,61,00015Punjab8,33,00016Jammu and Kashmir6,63,00017Rajasthan26,77,00018Uttarakhand8,68,00019Jharkhand2,02,00020Bihar5,09,00021Himachal Pradesh1,12,00022Tripura1,42,00023Chandigarh1,50,00024Andaman & Nicobar Islands18,00025Assam2,55,00026Nagaland9,00027Sikkim1,59,00028Goa33,00029Mizoram50,00030Puducherry45,00031Manipur51,00032Dadra & Nagar Haveli9,00033Meghalaya9,00034Arunachal Pradesh0 Total Amount5,63,83,000 ANNEXURE-II As Mentioned in Reply to The Lok Sabha Unstarred Question No.3028 Regarding ‘Press Sewa Portal’ For Reply On 11.03.2026Details of number of Cancelled Publication-State-wiseS.No.Publication State/UTCancellation Count1Andaman & Nicobar Islands692Andhra Pradesh24853Arunachal Pradesh124Assam6125Bihar17036Chandigarh5347Chhattisgarh8178Dadra & Nagar Haveli59Delhi1192010Goa13111Gujarat353912Haryana185413Himachal Pradesh28914Jammu and Kashmir58215Jharkhand32516Karnataka505917Kerala354118Lakshadweep719Madhya Pradesh480620Maharashtra1240321Manipur22622Meghalaya8723Mizoram16324Nagaland1725Odisha172326Puducherry12527Punjab248128Rajasthan485129Sikkim5130Tamil Nadu644331Telangana196232Tripura8833Uttar Pradesh1198734Uttarakhand109635West Bengal6322 Total88,315
