ଅପରେସନ ଚକ୍ରରେ ପୁରୀ ପୋଲିସକୁ ବଡ଼ ସଫଳତା

ଅପରେସନ ଚକ୍ରରେ ପୁରୀ ପୋଲିସକୁ ବଡ଼ ସଫଳତା। ସଦର ଥାନା ଅନ୍ତର୍ଗତ ସମଙ୍ଗ ଜଳଭଣ୍ଡାର ନିକଟରେ ଥିବା ଜଙ୍ଗଲ ଭିତରେ ଦେଶୀ ମଦ କାରଖାନା ଜବତ।ଏଥିସହ ଦେଶୀମଦ ରାନ୍ଧୁଥିବା ଅଭିଯୁକ୍ତକୁ ନିଶାସକ୍ତ ଅବସ୍ଥାରେ ଜଙ୍ଗଲ ଭିତରୁ ଉଦ୍ଧାର କରିଛି ପୋଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଜଙ୍ଗଲ ଭିତରେ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ 50 ଲିଟର ଦେଶୀ ମଦ ସମେତ 1320 ଲିଟର ପୋଚ ଜବତ କରିବା ସହ ଏହାକୁ ନଷ୍ଟ କରିଛି ପୁରୀ ପୋଲିସ। ତେବେ ଆଗକୁ ମଧ୍ୟ ଚଢାଉ ଅଭିଯାନ ଜାରି ରହିବ ବୋଲି ପୁଲିସ ତରଫରୁ କୁହାଯାଇଛି। ବାଇଟ୍-ବରିଷ୍ଠ ପୋଲିସ ଅଧିକାରୀ

Leave a Reply

Your email address will not be published. Required fields are marked *