ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ନେଇ ସମୀକ୍ଷା ବୈଠକ

ଶ୍ରୀ ମନ୍ଦିର କର୍ଯ୍ୟାଳୟ ଆଇନ ମନ୍ତ୍ରୀଙ୍କ ଅଧକ୍ଷତାରେ ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି ନେଇ ସମୀକ୍ଷା ବୈଠକ ଶେଷ ହୋଇଛି l ଗଣତି ମଣତି ସରକାର ଙ୍କ sop ଅନୁଯାଇ ହେବ l ନୀତି କାନ୍ତି ଓ ଦର୍ଶନ ବ୍ୟବସ୍ଥା ପ୍ରଭାବିତ ନ ହେଲା ଭଳି କାର୍ଯ୍ୟ ହେବ l ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଅଧିକାରୀ, ଯେମୋ ଲଜିଷ୍ଟ,, ଭଣ୍ଡାର ମେକାପ,,ରତ୍ନଭଣ୍ଡାର ତଦାରଖ କମିଟି ଅଧକ୍ଷ, ଶ୍ରୀ ମନ୍ଦିର ପ୍ରଶାସକ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ l ପ୍ରଥମେ 1978 ମସିହା ଚିଠା ଅନୁଯାଇ ମେଳ କରାଯିବ l ବିଭିନ୍ନ ଅଳଙ୍କାର ଗୁଡିକ ସିନ୍ଦୁକରେ ରହିବ l ସମସ୍ତ ଅଳଙ୍କାରର ଟିକିନିକି ବିବରଣୀ ରଖାଯିବ ଲବାଇଟ – ପୃଥ୍ୱୀରାଜ ହରିଚନ୍ଦନ ମନ୍ତ୍ରୀ

Leave a Reply

Your email address will not be published. Required fields are marked *