ଶ୍ରୀମନ୍ଦିର ସିଂହଦ୍ୱାରରେ ହାଇଡ୍ରାମା
ଶ୍ରୀମନ୍ଦିର ସିଂହଦ୍ୱାରରେ ହାଇଡ୍ରାମା । ଟଣାଓଟରା ସହ ଦୁଇ ପରିବାର ମଧ୍ୟରେ ମାରପିଟ । ଉଭୟ ପରିବାର ପଶ୍ଚିମବଙ୍ଗର । ଶ୍ରୀମନ୍ଦିର ନୀଳଚକ୍ର ବାନା ପରିବର୍ତ୍ତନ ଦେଖିବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ବାନା ପରିବର୍ତ୍ତନ ଦେଖା ନ ଯିବାରୁ ଆଗରେ ଛିଡା ହୋଇଥିବା ଜଣେ ମହିଳାଙ୍କୁ ବାରଣ କରିଥିଲେ ଅନ୍ୟଜଣେ ମହିଳା ।ଏଇ କଥାକୁ ନେଇ ହୋଇଥିଲା ତୁମୁଳକାଣ୍ଡ ।
