ରିମାଣ୍ଡରେ ଯିବ ରାଜା ସାହାଣୀ
ରିମାଣ୍ଡରେ ଯିବ ରାଜା ସାହାଣୀ ଲ ୨୦ କୋଟିର ମହାଡକାୟତି ମାମଲାରେ ଖୋଳତାଡ଼ କରିବ କର୍ଣ୍ଣାଟକ ପୁଲିସ। ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟଙ୍କ ଗ୍ରୀନ୍ ସିଗନାଲ୍। କଟକରେ ଡେରା ପକାଇଛି କର୍ଣ୍ଣାଟକ ପୁଲିସର ସ୍ପେଶାଲ ଟିମ୍