ରଥ ନିର୍ମାଣ ଅନୁକୂଳ l

ରଥ ନିର୍ମାଣ ଅନୁକୂଳ l ଆଜି ଅକ୍ଷୟ ତୃତୀୟା,ରଥ ନିର୍ମାଣର ହେବ ଅନୁକୂଳ…..ଅପରାହ୍ଣରେ ଶ୍ରୀମନ୍ଦିରରୁ ହେବ ଆଜ୍ଞାମାଳ ବିଜେ……ରଥଖଳାରେ ୩ ଧଉରା କାଠରେ ବାଜିବ କୁରାଢି……ଆଜ୍ଞାମାଳ ବିଜେ ପରେ ରଥ ନିର୍ମାଣର ହେବ ଅନୁକୂଳ…..

Leave a Reply

Your email address will not be published. Required fields are marked *