ପାଣ୍ଡିଆନଙ୍କ ପାଇଁ ବିଜେଡିରେ ବହୁତ କ୍ଷତି କହି ବର୍ଷିଲେ ବଦ୍ରି ପାତ୍ର
ପାଣ୍ଡିଆନଙ୍କ ପାଇଁ ଦଳରେ ବହୁତ କ୍ଷତି : ବଦ୍ରି l ପାଣ୍ଡିଆନଙ୍କ ପାଇଁ ବିଜେଡିରେ ବହୁତ କ୍ଷତି କହି ବର୍ଷିଲେ ବଦ୍ରି ପାତ୍ର-ପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ୍ କଲେ ବଦ୍ରି-ସେ ଦାୟିତ୍ୱ ନେବେ, ଆମେ ଦଳରେ ରହିବୁ ଭାବିବା ଠିକ୍ ନୁହେଁ-ଏ କଥା ଯଦି ଉଠିବ ମୁଁ ପ୍ରଥମେ ବାହାରିବି-ଏବେ ଯଦି ପାଣ୍ଡିଆନଙ୍କ ପାଦୃଭାବ ରହୁଥିବ,ଦଳ ସେହି ଅନୁସାରେ ଭୋଗିବ-ଆମକୁ ପାଣ୍ଡିଆନ କଥା ମାନିବାକୁ କିଏ କହିବ-ପାଣ୍ଡିଆନ କିଏ? ଆମ କଥା ସେ କାହିଁକି ବୁଝିବ-ଆମେ ମୂଳରୁ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଛୁ,ସେ କିଏ?-ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଅଛୁ- ବଦ୍ରି-ଯାହାର କିଛି ନାହିଁ, ସେ କାହା ଆସରା ଖୋଜିଥିବ, ପାଣ୍ଡିଆନ ନା ନେଉଥିବ-ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି-ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫୋଟ ଯିଏ କାଢ଼ିଛି ସିଏ ସେ ଫଳ ପାଇଛି l
