BJBରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ ୨ ଗୁରୁତର
BJBରେ ଛାତ୍ରଗୋଷ୍ଠୀ ମୁହାଁମୁହିଁ ୨ ଗୁରୁତର-ଭୁବନେଶ୍ବରରେ କମେଣ୍ଟ ମରାକୁ ନେଇ ବିଜେବି କଲେଜରେ ଉତ୍ତେଜନା-ପ୍ରିନ୍ସପାଲଙ୍କ ଚାମ୍ବରରେ ପଶି ମାରଣାସ୍ତ୍ରରେ ଆକ୍ରମଣ,୨ ଛାତ୍ର ଗୁରୁତର-କମେଣ୍ଟ ମରାକୁ ନେଇ ପ୍ରିନ୍ସପାଲଙ୍କ ଚାମ୍ବରରେ ଆଲୋଚନା ବେଳେ ଆକ୍ରମଣ-ଦୁଇ ଗୋଷ୍ଠୀ ମୁହାଁମୁହିଁ,୨ ଗୁରୁତର ଛାତ୍ର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି
