ମୃତ ଭଉଣୀର ଜମା ଟଙ୍କା ଉଠାଇବାକୁ ମଶାଣୀରୁ ଶବ ଖୋଳି ନେବା ଘଟଣା ସାରା ଦେଶରେ ଆଲୋଡ଼ନ
ନିଅ ଏବେ କେତେ ନେଇପାରିବ ମୃତ ଭଉଣୀର ଜମା ଟଙ୍କା ଉଠାଇବାକୁ ମଶାଣୀରୁ ଶବ ଖୋଳି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି……ଏହି ଘଟଣା ଏବେ ସବୁଠି ଚର୍ଚ୍ଚାରେ ଥିବା ବେଳେ,ଜିତୁଙ୍କୁ ସାହାଯ୍ୟ କରିଛନ୍ତି ଫିଜିକ୍ସ ୱାଲାହ ବିଦ୍ୟାପୀଠର ସିଇଓ ଅଲଖ ପାଣ୍ଡେ…..ସେ ଅନଲାଇନ ମାଧ୍ୟମରେ ଜିତୁଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି……ସେହିଭଳି ବ୍ୟାଙ୍କୁ ଜିତୁ ମୁଣ୍ଡାଙ୍କୁ କଂଗ୍ରେସର ଦୁଇ ପୂର୍ବତନ ପିସିସି ସଭାପତି ମଧ୍ୟ ୨୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି…..
