ବାଲିକୁଦା-ଏରସମା ନିର୍ବାଚ଼ନ ମଣ୍ଡଳୀ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ
Date-23/05/26*ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ନାରୀ ଅଧିକାର ଅଭିଯାନ ଅନୁଷ୍ଠିତ ।ଆଙ୍କର – ଏରସମା ଠାରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ନାରୀ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ବିଧାୟକ ସାରଦା ଜେନା ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ଜିଲ୍ଲା ମହିଳା ସଭାପତି ଲୋରା ମହାପାତ୍ର, ବ୍ଲକ ଅଧ୍ୟକ୍ଷ। ଲଷ୍ମୀପ୍ରିୟା ମହାପାତ୍ର ଙ୍କ ବହୁ ମହିଳା ମାନେ ସାମିଲ ହୋଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହିତ ନାରୀ ଅଧିକାର ଅଭିଯାନ କି ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ବାଇଟ 1- ସାରଦା ଜେନା (ବିଧାୟକ)ବାଇଟ 2- ଲୋରା ମହାପାତ୍ର (ମହିଳା ସଭାପତି)ଜଗତସିଂହପୁର ରୁ Rita ସାହୁ
