ଅପରାହ୍ନରେ ପୁଣି ଡରାଇବ ଝଡ଼ବର୍ଷା l
ଅପରାହ୍ନରେ ପୁଣି ଡରାଇବ ଝଡ଼ବର୍ଷା l ଆଜି ଅପରାହ୍ନରେ ପୁଣି ଝଡ଼ବର୍ଷା ଆଶଙ୍କା, ୨୪ ଜିଲ୍ଲାକୁ ଆଲର୍ଟ କଲା IMD……ଅପରାହ୍ନ କିମ୍ବା ସନ୍ଧ୍ୟାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିପାରେ ପବନ……ପବନ ସହ ଝଡ଼ବର୍ଷା ସମ୍ଭାବନା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…… ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା IMD……ମୟୂରଭଞ୍ଜ, ବାଲେଶ୍ବର, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ାକୁ ୱାର୍ଣ୍ଣିଂ…..ଗଜପତି, ଗଞ୍ଜାମ,ମାଲକାନଗିରି, କୋରାପୁଟ, ନବରଙ୍ଗପୁରକୁ ୱାର୍ଣ୍ଣିଂ…..ଆଗାମୀ ୮ ଯାଏଁ ବର୍ଷାର ପ୍ରଭାବ ରହିବ,ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ….
