୧୦୦ କୋଟିର ଗଞ୍ଜେଇ ତେଲ ଜବତ

୧୦୦ କୋଟିର ଗଞ୍ଜେଇ ତେଲ ଜବତ-ମାଲକାନଗିରି ଏସ୍‌ଆର୍‌ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ-ଜବତ ଗଞ୍ଜେଇ ତେଲର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ-ଚିତ୍ରକୋଣ୍ଡା ପୋଲିସ୍ ଦ୍ୱାରା ୫୦ କେଜି ଗଞ୍ଜେଇ ମଧ୍ୟ ଜବତ-ମୋବାଇଲ୍ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଗାଡ଼ି ଜବତ

Leave a Reply

Your email address will not be published. Required fields are marked *