ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା l
ପୁଣି ଚର୍ଚ୍ଚାରେ ଜିତୁ ମୁଣ୍ଡା l କେନ୍ଦୁଝରରେ ଭଉଣୀ କଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣା…..ଭଉଣୀ ପାଇଁ ଶୁଦ୍ଧି ହେବାକୁ ଥିବା ଜିତୁଙ୍କ କାର୍ଯ୍ୟ ହୋଇପାରିଲାନି….ଛେଳି କୁକୁଡ଼ା ଯୋଗାଡ଼ କରିପାରିଲେନି ବୋଲି ଶୁଦ୍ଧି କାର୍ଯ୍ୟ ସ୍ଥଗିତ.

ଜିତୁ କଙ୍କାଳ ବୋହିଥିଲେ ବୋଲି ଜାତି ଧରିଲେ ସମ୍ପ୍ରଦାୟ ଭାଇ…..ମଶାଣିରୁ ଶବ ଖୋଳି କଙ୍କାଳ ବୋହିଥିଲେ ବୋଲି ଜାତି ଧରିଲେ…ଶୁଦ୍ଧି ପରେ ଜାତି ସମାଜ ସହ ମିଶିଥାନ୍ତେ ଜିତୁ ମୁଣ୍ଡା…..ବୁଧବାର ଜାତି ସମାଜର ନିଷ୍ପତ୍ତି କ୍ରମେ ଶୁଦ୍ଧି ପରେ ନିଜ ଜାତିରେ ମିଶିବେ……
