ୟୁଏଇ ଉପରେ ଇରାନର ଆକ୍ରମଣ-
ୟୁଏଇ ଉପରେ ଇରାନର ଆକ୍ରମଣ-ୟୁଏଇ ଉପରେ ମିସାଇଲ ମାଡ଼ କଲା ଇରାନ-ଫୁଜାଇରା ତେଲ ଖଣି ଉପରେ ଆକ୍ରମଣ କରିଥିବା ସୂଚନା-ଇରାନ ପକ୍ଷରୁ ୧୫ଟି ମିସାଇଲ ଓ ୪ଟି ଡ୍ରୋନ ମାଡ଼ କରାଯାଇଥିବା ସୂଚନା-ଆକ୍ରମଣ ପରେ ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଧମକ-ଇରାନକୁ ଧ୍ବଂସ କରିଦେବାକୁ ଧମକ ଦେଲେ ଟ୍ରମ୍ପ l
